ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ଯମିକ ସ୍କୁଲର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟା ନିମନ୍ତେ କ୍ୟାଲେଣ୍ଡର ପ୍ରକାଶ ପାଇଛି। ବଦଳି ପ୍ରକ୍ରିୟା ପାଇଁ ମେ ୧୫ ତାରିଖ ରୁ ଆବେଦନ ଆରମ୍ଭ ହୋଇସାରିଛି। ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବୁଧବାର ଦୁଇଟି ପୃଥକ ଚିଠି ପ୍ରକାଶ ପାଇଛି।
a) Transfer on Administrative (Other than rationalization) & Personal ground:
Sl. No |
Activity |
Date line |
1 |
Receipt of Applications |
28th February |
2 |
Validation and uploading of applications by DEOs |
31st March |
4 |
Reference of cases to State Medical Board by Director/DEO |
10th April |
5 |
Receipt of Medical Board Reports |
10th May |
6 |
Release of Draft eligible list |
25th May |
7 |
a. Scrutiny and approval of eligible list for
transfer of Headmasters / Inter District Transfer of Teachers by the Transfer
Committee at State Level.
|
5th June |
8 |
Issue of Transfer orders |
10th June |
b. Rationalisation
Sl. No |
Activity |
Date line |
1 |
School wise assessment of Teacher Recruitment and preparation of school wise surplus teacher list |
31st May |
2 |
Preparation of rationalization Transfer Proposals by DEO |
15th June |
3 |
Scrutinization of rationalization and approval of transfers |
25th June |
4 |
Issue of Transfer Orders |
30th June |
ଆବେଦନ କରିବାର Step-by-step guide ଖୁବ୍ ଶୀଘ୍ର ଆମ ୱେବସାଇଟ୍ ରେ ଉପଲବ୍ଧ ହେବ। ଆମ WhatsApp Group ରେ ଯୋଗ ଦିଅନ୍ତୁ ଯଦ୍ଦ୍ୱାରା Upadates ଠିକ୍ ସମୟରେ ପାଇପାରିବେ। - Join Now
ମାଧ୍ୟମିକ ସ୍କୁଲର
ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ହେବାକୁ ଥିବା ବଦଳି ଆବେଦନ ୩୦ରେ ସରିବା ପରେ ୩୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀମାନେ
ଆବେଦନକୁ ଅପଲୋଡ୍ କରିବେ ଏବଂ ଜୁନ୍ ୫ରେ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକଙ୍କ ଆବେଦନକୁ
ରାଜ୍ୟ ମେଡିକାଲ ବୋର୍ଡ ସମୀକ୍ଷା କରିବ। ଜୁନ୍ ୧୧ରେ ଯୋଗ୍ୟ ବିବେଚିତ ଶିକ୍ଷକଙ୍କ ତାଲିକା
ପ୍ରକାଶ ପରେ ୧୩ ତାରିଖରେ ବଦଳି ନିର୍ଦ୍ଦେଶ ବାହାରିବ। ତା'ସହିତ ଯେଉଁ ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ
ରହିଛନ୍ତି ସେମାନଙ୍କ ତାଲିକା ମେ ୩୧ରେ ପ୍ରକାଶ ପାଇବ। ଜୁନ୍ ୧୫ ସୁଦ୍ଧା ଡିଇଓମାନେ
ସମାନୁପାତିକ ଶିକ୍ଷକ ପ୍ରସ୍ତାବ ପ୍ରସ୍ତୁତ କରିବେ। ଜୁନ୍ ୩୦ ତାରିଖ ସୁଦ୍ଧା ସେମାନଙ୍କ ବଦଳି
ନିର୍ଦ୍ଦେଶ ପ୍ରଦାନ କରାଯିବ।
ପ୍ରାଥମିକ ସ୍କୁଲମାନଙ୍କରେ ଥିବା ଶିକ୍ଷକ
ଜିଲ୍ଲାସ୍ତରୀୟ, ଅନ୍ତଃଜିଲ୍ଲାରେ
ଥିବା ଦୁଇ ଜଣଙ୍କ ମଧ୍ୟରେ Mutual ବଦଳି ଓ ଜିଲ୍ଲା
ମଧ୍ୟରେ ବଦଳି ପାଇଁ ମଧ୍ୟ ଆଜିଠୁ ଆବେଦନ କରାଯିବ। ୩୦ ତାରିଖରେ ଆବେଦନ ସରିବା ପରେ ଜୁନ୍ ୩
ତାରିଖ ସୁଦ୍ଧା ପ୍ରସ୍ତାବକୁ ବିଇଓମାନେ ଡିଇଓଙ୍କୁ ଦେବେ ଓ ଜୁନ୍ ୫ ସୁଦ୍ଧା ଏହି ପ୍ରସ୍ତାବକୁ
ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯିବ। ଜୁନ୍ ୯ ସୁଦ୍ଧା ନିର୍ଦ୍ଦେଶକ ଏହି ପ୍ରସ୍ତାବକୁ ଅନୁମୋଦନ
ମଧ୍ୟ କରିବେ ତଥା ୧୧ ତାରିଖରେ ତାଲିକା ଓସେପା ୱେବସାଇଟ୍ରେ ମିଳିବ। ୧୩ ତାରିଖରୁ ନୂଆ
ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ଯଦି କୌଣସି ସ୍କୁଲରେ ଆବଶ୍ୟକତା ଠାରୁ ଅଧିକ କିମ୍ବା
କମ୍ ଶିକ୍ଷକ ଅଛନ୍ତି ସେମାନଙ୍କ ତାଲିକା ମେ ୧୭ସୁଦ୍ଧା ଓସେପା ପ୍ରସ୍ତୁତ କରିବ। ମେ ୨୬ ସୁଦ୍ଧା
ଏକ କମିଟି ଗଠନ କରାଯିବ ଓ ଜୁନ୍ ୩ ସୁଦ୍ଧା ତାଲିକାକୁ କମିଟି ଚୂଡ଼ାନ୍ତ କରିବ। ଜୁନ ୧୦ ସୁଦ୍ଧା
ସମସ୍ତ ନିଷ୍ପଭି ବିଭାଗକୁ ଜଣାଇ ଦିଆଯିବ। ଜୁନ୍ ୧୨ ତାରିଖ ସୁଦ୍ଧା ବିଇଓ, ଡିଇଓ ବଦଳି ନିର୍ଦ୍ଦେଶ ପ୍ରକାଶ କରିବା ସହ ଓସେପାକୁ
ପ୍ରଦାନ କରାଯିବ। ଜୁନ୍ ୧୩ ତାରିଖ ସୁଦ୍ଧା ସ୍କୁଲରେ ଶିକ୍ଷକ ଯୋଗଦେବେ।
Post a Comment